ମାନ ଜଗିବା Māna jagibā

  • ଦେ. କ୍ରି — ଆପଣାର ମହତ୍ୱ ବା ସୁନାମ ନଷ୍ଟ ନ ହେବା ପ୍ରତି ସତର୍କ ହେବା — To be on watch to save one's prestige; honour or reputation; to guard one's prestige, honour or reputation