ମାନ କରିବା Māna karibā

  • ଦେ. କ୍ରି — ଅଭିମାନ କରିବା — To take offence; to be gravely or sullenly displeased with a person; to sulk
  • ଦେ. କ୍ରି — [ଉ— ଚୋରକୁ ମାନକରି ଖପରାରେ ଖାଇବା ନ୍ଯାୟ।]
  • ଦେ. କ୍ରି — (ନାୟିକା) ନାୟକ ପ୍ରତି କୋପ କରିବା — (a lady) To be sullen by being jealous towards a lover