ମାଧ୍ୱ Mādhwa

  • ସଂ. ବିଣ. (ମଧୁ+ଅ) — ମଧୁରୁ ପ୍ରସ୍ତୁତ — Made from honey
  • ସଂ. ବିଣ. (ମଧୁ+ଅ) — ମଧୁର — Sweet (Apte)
  • ସଂ. ବି — ମଧୁରୁ ପ୍ରସ୍ତୁତ ମଦ — Mead; metheglin; liquor made from honey
  • ସଂ. ବି — ମହୁଲରୁ ପ୍ରସ୍ତୁତ ମଦ (ହି. ଶ) — Liquor made from Mahwa flowers
  • ସଂ. ବି — ମଧୁର କଣ୍ଟକ; ମହୁରାଡ଼ି ମାଛ (ହି. ଶ) — Aspidoparia Marar (fish)
  • ଦେ. ବି — ମାଧବାଚାର୍ଯ୍ଯ (ଦେଖ) — Mādhabāchārj̄ya (See)
  • ଦେ. ବି — ମାଧବାଚାର୍ଯ୍ଯଙ୍କ ପ୍ରବର୍ତ୍ତିତ ବୈଷ୍ଣବ ସମ୍ପ୍ରଦାୟ — A sect of Ba̲i̱shṇabas