ମାଧ୍ୱୀକ Mādhwīka
- ସଂ. ବି. (ମାଧ୍ୱୀ+କ) — ମଧୁରୁ ପ୍ରସ୍ତୁତ ମଦ — Mead
- ସଂ. ବି. (ମାଧ୍ୱୀ+କ) — ମହୁଆ ମଦ — Liquor made from mahwa flowers
- ସଂ. ବି. (ମାଧ୍ୱୀ+କ) — ମଧୁ; ମକରନ୍ଦ (ହି. ଶ) — Honey
- ସଂ. ବି. (ମାଧ୍ୱୀ+କ) — ଦ୍ରାକ୍ଷାରୁ ପ୍ରସ୍ତୁତ ମଦ୍ୟ — Wine made from grapes
- ସଂ. ବି. (ମାଧ୍ୱୀ+କ) — ଦ୍ରାକ୍ଷା — A grape (Apte)
- ସଂ. ବି. (ମାଧ୍ୱୀ+କ) — ଶିମ୍ବ (ହି. ଶ) — Bean