ମାଧ୍ୟସ୍ଥ Mādhyastha

  • ସଂ. ବିଣ. ପୁଂ. (ମଧ୍ୟସ୍ଥ+ଅ) — ଅପକ୍ଷପାତ — Impartial
  • ସଂ. ବିଣ. ପୁଂ. (ମଧ୍ୟସ୍ଥ+ଅ) — ନିରୁତ୍ସକ — Indifferent
  • ସଂ. ବିଣ. ପୁଂ. (ମଧ୍ୟସ୍ଥ+ଅ) — ମଧ୍ୟସ୍ଥ — Neutral