ମାଧ୍ୟସ୍ଥ୍ୟ Mādhyasthya

  • ସଂ. ବି. (ମଧ୍ୟସ୍ଥ+ଯ) — ମଧ୍ୟସ୍ଥତା — Mediation; arbitration
  • ସଂ. ବି. (ମଧ୍ୟସ୍ଥ+ଯ) — ଔଦାସିନ୍ୟ — Apathy
  • ସଂ. ବି. (ମଧ୍ୟସ୍ଥ+ଯ) — ମଧ୍ୟବର୍ତ୍ତିତା; ଦୁଇ ଜଣଙ୍କ ମଧ୍ୟରେ ସ୍ଥିତି — Intermediate position; position between two things or persons