ମାଧ୍ୟମିକ Mādhyamika
- ସଂ. ବି. (ମଧ୍ୟମ+ଇକ) — ବୌଦ୍ଧମାନଙ୍କ ସମ୍ପ୍ରଦାୟ— ବିଶେଷ — Name of a sect of the Buddhists,
- ସଂ. ବିଣ — ମାଧ୍ୟମ (ଦେଖ) — Mādhyama (See)
- ସଂ. ବିଣ — ଉଚ୍ଚ ଶିକ୍ଷା ଓ ପ୍ରାଥମିକ ଶିକ୍ଷାର ମଧ୍ୟବର୍ତ୍ତୀ (ଶିକ୍ଷାର ମାନ) — Intermediate (standard in education)