ମାଧୋଜୀ ହରି Mādhojī hari

  • ଦେ. ବି. (ନାମ) — ସାବାଜୀ ଭୋଁସ୍ଳାଙ୍କ ଦ୍ୱାରା ନାଗ— ପୁରରୁ ଓଡ଼ିଶାକୁ ପ୍ରେରିତ ମରହଟ୍ଟୀ ସୁବାଦାର — Name of a Marhattā Governor of Orissa
  • ଦେ. ବି. (ନାମ) — [ଦ୍ର—ଏ ଏହାଙ୍କ ପୂର୍ବତନ ସୁବାଦାର ବାବାଜୀଙ୍କୁ ବନ୍ଦୀ କରି ସୁବାଦାର ହୋଇଥିଲା।]