ମାଧୁର୍ଯ୍ୟରସଯୁକ୍ତ ଭକ୍ତି Mādhurj̄ya rasaj̄ukta bhakti

  • ସଂ. ବି—(ବଙ୍ଗୀୟ ଆଧୁନିକ ବୈଷ୍ଣବ ଶାସ୍ତ୍ର) — ଶ୍ରୀକୃଷ୍ଣଙ୍କୁ ଗୋପୀମାନେ ଓ ସଖାମାନେ ଯେଉଁ ରସଦ୍ୱାରା ଭକ୍ତି କରୁଥିଲେ; ସ୍ନେହ— ରସମୟ ଭକ୍ତି — Devotion mixed with sweet affection