ମାଧବାନନ୍ଦ ନ୍ୟାୟବାଚସ୍ପତି Mādhabānanda nyāyabāchaspati
- ଦେ. ବି. (ନାମ) — ଉତ୍କଳୀୟ ନୈୟାୟିକ ସ୍ୱର୍ଗୀୟ ପଣ୍ଡିତ — The name of a great logician of Utkal
- ଦେ. ବି. (ନାମ) — [ଦ୍ର—ଏ କେନ୍ଦୁଝର ଘସିପୁରା ଗ୍ରାମ— ବାସୀ। ଏ ରାଜା ଧନଞ୍ଜୟ ଭଞ୍ଜଙ୍କ ସଭାପଣ୍ଡିତ ଥିଲେ; ବଗଳା ମନ୍ତ୍ରର ବିଶିଷ୍ଟ ସାଧକ ଥିଲେ। ଏ 53 ବର୍ଷ ଦେଶ— ବିଦେଶରେ ବୁଲି ବହୁ ବିଦ୍ଯା ଲାଭ କରିଥିଲେ। ଏ ମୈଥିଳୀ, ବଙ୍ଗଳା, ମହାରାଷ୍ଟ୍ରୀ ଓ ହିନ୍ଦୀ ଭାଷାରେ ପଣ୍ଡିତ ଓ ବକ୍ତା ଥିଲେ। ଶ୍ରାଯୁକ୍ତ କେଶବ ମିଶ୍ର ତାଙ୍କ ବୈତରଣୀ ପୁସ୍ତକରେ ଏହାଙ୍କ ବର୍ଣ୍ଣନା କରିଅଛନ୍ତି।] — [ଦ୍ର—ଏ କେନ୍ଦୁଝର ଘସିପୁରା ଗ୍ରାମ— ବାସୀ ଏ ରାଜା ଧନଞ୍ଜୟ ଭଞ୍ଜଙ୍କ ସଭାପଣ୍ଡିତ ଥିଲେ; ବଗଳା ମନ୍ତ୍ରର ବିଶିଷ୍ଟ ସାଧକ ଥିଲେ ଏ53ବର୍ଷ ଦେଶ— ବିଦେଶରେ ବୁଲି ବହୁ ବିଦ୍ଯା ଲାଭ କରିଥିଲେ ଏ ମୈଥିଳୀ, ବଙ୍ଗଳା, ମହାରାଷ୍ଟ୍ରୀ ଓ ହିନ୍ଦୀ ଭାଷାରେ ପଣ୍ଡିତ ଓ ବକ୍ତା ଥିଲେ ଶ୍ରାଯୁକ୍ତ କେଶବ ମିଶ୍ର ତାଙ୍କ ବୈତରଣୀ ପୁସ୍ତକରେ ଏହାଙ୍କ ବର୍ଣ୍ଣନା କରିଅଛନ୍ତି]