ମାଧବାଚାର୍ଯ୍ୟ Mādhabāchārj̄ya

  • ଦେ. ବି (ନାମ) — ଖ୍ରୀଷ୍ଟୀୟ ପଣ୍ଡିତ, ସଂସ୍କୃତ ଗ୍ରନ୍ଥାକାର ଏବଂ ବେଦର ଟୀକାକାର — A Sanscrit scholar, author, religious reformer, and minister of South India of the 15th century A. D
  • ଦେ. ବି (ନାମ) — [ଦ୍ର—ଏ ବିଜୟନଗରର ତଦାନୀନ୍ତନ ରାଜାଙ୍କର ପ୍ରଧାନ ମନ୍ତ୍ରୀ ଓ ସେନାପତି ଥିଲେ। ଏ ବହୁ ଚେଷ୍ଟା କରି ଭାରତର ଅନେକ ସ୍ଥାନରେ ବୈଦିକ ଧର୍ମର ପୁନଃ ପ୍ରତିଷ୍ଠା କରିଥିଲେ ଓ ଗୋଟିଏ ବୈଷ୍ଣବ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ। ଏହାଙ୍କ ସମ୍ପ୍ରଦାୟ ପ୍ରଚାରିତ ବୈଷ୍ଣବ ଧର୍ମ ବର୍ତ୍ତମାନ ବଙ୍ଗ, ଉତ୍କଳ ଓ ଦାକ୍ଷିଣାତ୍ୟରେ ଚଳୁଅଛି। ଏହାଙ୍କ ପିତାଙ୍କ ନାମ ମାୟଣ; ଏ ଏହାଙ୍କ ଭାଇ ସାୟନା— ଚାର୍ଯ୍ଯଙ୍କ ସହିତ ଋଗ୍ବେଦର ପ୍ରସିଦ୍ଧ ଟୀକା ସଂକଳନ କରି— ଥିଲେ (Apte)]