ମାଧବ ଧାରା Mādhaba dhārā
- ଦେ. ବି (ନାମ) — ବିଶାଖାପାଟଣା ଜିଲ୍ଲାର ଗୋଟିଏ ପ୍ରଧାନ ସ୍ଥାନ — Name of a famous place in the Vizag district
- ଦେ. ବି (ନାମ) — [ଦ୍ର—ଏହା ବିଶାଖା ପାଟଣା ଜିଲ୍ଲାର ସୀମାଚଳ ପର୍ବତର ପୂର୍ବଦିଗରେ ଅବସ୍ଥିତ। ଏଠାରେ ଗୋଟିଏ ଛୋଟ ମହାଦେବ ମନ୍ଦିର ଅଛି ଏବଂ ସାତଗୋଟି ଝର ପ୍ରବାହିତ ହେଉଅଛି।]