ମାଧବ କର Mādhaba kara

  • ଦେ. ବି (ନାମ) — 'ମାଧବକର ନିଦାନ' ନାମକ ବୈଦ୍ୟଶାସ୍ତ୍ରର ପ୍ରଣେତା — The author of 'Mādhaba kara Nidāna', a treatise on Hindu medical science
  • ଦେ. ବି (ନାମ) — [ଦ୍ର—ଏ 4 ବର୍ଷ ପୂର୍ବେ ଏହି ବୈଦ୍ୟଶାସ୍ତ୍ର ପ୍ରଣୟନ କରିଥିଲେ। ଜଗବନ୍ଧୁ. ପ୍ରାଚୀନ. ଉତ୍କଳ।] — [ଦ୍ର—ଏ4ବର୍ଷ ପୂର୍ବେ ଏହି ବୈଦ୍ୟଶାସ୍ତ୍ର ପ୍ରଣୟନ କରିଥିଲେ ଜଗବନ୍ଧୁ. ପ୍ରାଚୀନ. ଉତ୍କଳ]