ମାଦ୍ରାସା Mādrāsā

  • ବୈଦେ. ବି—(ଆ. ମଦାରିସ୍; ଫା ମଦ୍ରସା) — ମୁସଲମାନ୍ଙ୍କ ଉଚ୍ଚଶିକ୍ଷାର୍ଥ ବିଦ୍ୟାଳୟ; ପାରସୀ ଓ ଆରବୀ ଭାଷାର ଉଚ୍ଚ ପାଠଶାଳା — A school for secondary education in Arabic or Persian
  • ବୈଦେ. ବି—(ଆ. ମଦାରିସ୍; ଫା ମଦ୍ରସା) — [ଦ୍ର—ପ୍ରାଥମିକ ଆରବୀ ବା ପାରସୀ ଶିକ୍ଷାର ପାଠଶାଳାକୁ ମକ୍ତବ୍ କହନ୍ତି।]