ମାଦ୍ରବତୀ Mādrabatī

  • ସଂ. ବି. ସ୍ତ୍ରୀ — ରାଜା ପରୀକ୍ଷିତଙ୍କ ସ୍ତ୍ରୀ (ହି ଶ.) — Name of the queen of Rājā Parīkhita
  • ସଂ. ବି. ସ୍ତ୍ରୀ — ମାଦ୍ରୀ; ପାଣ୍ଡୁଙ୍କର କନିଷ୍ଠା ସ୍ତ୍ରୀ — The second wife of king Pāndu