ମାଦେଳିଆ Mādeḻiā

  • ଦେ. ବି — ଯେ ମର୍ଦ୍ଦଳ ବଜାଏ — One who plays on the 'Mādaḻa'
  • ଦେ. ବି — ନର୍ତ୍ତକୀ ବେଶ୍ୟା ସଙ୍ଗେ ଯେ ମାଦଳ ବଜାଏ; ଦାରୀଘର ଭଡ଼ୁଆ — A player of drum with a dancing girl
  • ଦେ. ବି — [ଉ—ଦାରୀକି ମାଦେଳିଆ ସାକ୍ଷୀ। ଢଗ।]
  • ଦେ. ବି — ଭଡ଼ୁଆ ଜାତିର ବଂଶୋପାଧି — Family title of a caste of professional musicians in the party of dancing girls