ମାଦୃକ୍ଷ Mādṛuksha

  • ସଂ. ବିଣ. ପୁଂ—(ଅସତ୍ର ମତ୍+ଦୃଶ୍ ଧାତୁ+କର୍ତ୍ତୃ. କ୍ୱିପ୍; ମାଦୃଶ. 1ମା. 1ବ; ମତ୍+ଦୃଶ୍ ଧାତୁ+କର୍ତ୍ତୃ. ଶ; ମତ୍+ଦୃଶ୍ ଧାତୁ+କର୍ତ୍ତୃ. ଅ; ମୋ ପରି ଦେଖା ଯାଉଥିବା) — ମତ୍— ସଦୃଶ; ମୋ ତୁଲ୍ୟ — Like me; like myself; resembling me