ମାତ୍ର Mātra

  • ସଂ. ବି (ମା ଧାତୁ=ପରିମାଣ କରିବା+କରଣ ତ୍ର) — ସୀମା; ପର୍ଯ୍ୟନ୍ତ — Boundary; limit
  • ସଂ. ବି (ମା ଧାତୁ=ପରିମାଣ କରିବା+କରଣ ତ୍ର) — (+କର୍ମ. ତ୍ର) ସମୁଦାୟ — Whole
  • ସଂ. ବି (ମା ଧାତୁ=ପରିମାଣ କରିବା+କରଣ ତ୍ର) — (+ ଭାବ. ତ୍ର) ଅବଧାରଣ — Ascertaining
  • ସଂ. ବି (ମା ଧାତୁ=ପରିମାଣ କରିବା+କରଣ ତ୍ର) — ମାପ; ପରିମାଣ — A measure of length breadth, height, size, space, distance. of number
  • ବିଣ (ମାତ୍ରା+ଅ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ଯଥା—ତନ୍ମାତ୍ର; କିଞ୍ଚିନ୍ମାତ୍ର) — ପରିମିତ — In quantity
  • ବିଣ (ମାତ୍ରା+ଅ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ଯଥା—ତନ୍ମାତ୍ର; କିଞ୍ଚିନ୍ମାତ୍ର) — ପ୍ରକାରେ — In quality
  • ବିଣ (ମାତ୍ରା+ଅ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ଯଥା—ତନ୍ମାତ୍ର; କିଞ୍ଚିନ୍ମାତ୍ର) — ଶ୍ରେଣୀର ସମସ୍ତ ବସ୍ତୁ ବିଶିଷ୍ଟ — Comprising of all the members of a class
  • ବିଣ (ମାତ୍ରା+ଅ; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ଯଥା—ତନ୍ମାତ୍ର; କିଞ୍ଚିନ୍ମାତ୍ର) — [ଯଥା— ପ୍ରସ୍ଥର ପରିମାଣ ଅର୍ଥରେ—ଅଙ୍ଗୁଳି ମାତ୍ର, ସ୍ଥାନ, ଦୂରତ୍ୱର ପରିମାଣ ଅର୍ଥରେ —କ୍ରୋଶମାତ୍ର ପଥ, ସମୟର ପରିମାଣ ଅର୍ଥରେ—କ୍ଷଣମାତ୍ର ବିଶ୍ରାମ, ସଂଖ୍ୟା ପରିମାଣ ଅର୍ଥରେ —ଏକମାତ୍ର, ଶ୍ରେଣୀର ସମସ୍ତ ବସ୍ତୁ ଅର୍ଥରେ —ପ୍ରାଣିମାତ୍ର ଜଗତ୍, 'କେବଳ' ଅର୍ଥରେ—ଏ କାର୍ଯ୍ୟରେ ମୁଁ ନିମିତ୍ତମାତ୍ର ଅଟେ।]
  • ଅ — କେବଳ — Only; merely
  • ଅ — ମାତ୍ରକେ; କ୍ଷଣି — As soon as; no sooner than; just as
  • ଦେ. ଅ — ପକ୍ଷାନ୍ତରରେ — On the otherhand
  • ଦେ. ଅ — କିନ୍ତୁ — But