ମାତୃହୀନ Mātṛuhīna

  • ସଂ. ବିଣ. ପୁଂ — ଯାହାର ଜନନୀ ମରି ଅଛନ୍ତି; ମା (ଛେଉଣ୍ଡ — Motherless; orphaned by the mother's death
  • ସଂ. ବିଣ. ପୁଂ — ଯେଉଁ ଘରେ (ବା ପରିବାରରେ) ମାତା ନ ଥାନ୍ତି — (a house of family) Which has lost its mother