ମାତ୍ରା Mātrā
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — ପରିମାଣ — Quantity; measure
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — ଅକ୍ଷରାବୟବ; ଅକ୍ଷରର ଅଂଶ; ଅସଲ ଅକ୍ଷର ସଙ୍ଗେ ଯେଉଁ ଅଂଶ ଯୋଗ କରାଯାଏ; ଅକ୍ଷରର ପୁଡ଼ା — Minor signs added to a letter; strokes added to a letter
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — ଏକ ବ୍ୟଞ୍ଜନ୍ୟବର୍ଣ୍ଣ ଅନ୍ଯ ବ୍ୟଞ୍ଜନ ବର୍ଣ୍ଣ ସଙ୍ଗେ ଯୁକ୍ତ ହେଲେ ଯେଉଁ ଯୁକ୍ତାକ୍ଷରଜ୍ଞାପକ ରୂପ ଧାରଣ କରେ; ଫଳା — The sign representing a consonant when added to another consonant to make a dipthong
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — [ଦ୍ର— କ ବର୍ଣ୍ଣର ମାତ୍ରା (କ୍କ), ତ ର ମାତ୍ରା, (କ୍ତ), ନ ର ମାତ୍ର, (କ୍ନ), ମର ମାତ୍ରା (କ୍ମ), ବ ର ମାତ୍ରା (କ୍ୱ), ଯ ର ମାତ୍ର୍ୟ (କ୍ୟ) ର ର ମାତ୍ରା, (କ୍ର), ର୍ ର ମାତ୍ରା (ର୍କ), ଳ ର ମାତ୍ରା (କ୍ଲ) ।]
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — (ବ୍ୟାକରଣ) ହ୍ରସ୍ୱ ସ୍ୱରର ଉଚ୍ଚାରଣକାଳ — (grammar) The time taken to utter a short vowel; a prosodial or syllabic instant
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — [ଦ୍ର— ହ୍ରସ୍ୱ ସ୍ୱରର ଏକ ମାତ୍ରା ଓ ଦୀର୍ଘ ସ୍ୱରର ଦୁଇ ମାତ୍ରା।]
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — (ସଙ୍ଗୀତ) ପ୍ରତ୍ୟେକ ସ୍ୱରର ଅବସ୍ଥାନକାଳ; ହସ୍ତର ଏକବାର ପତନ ଓ ଉତ୍ଥାନର କାଳ — (Music) The time-measure in music; time taken to raise the hand and to let it down once; beat; duration of each tone
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — [ଦ୍ର— ଏହା ଦ୍ରୁତ ଓ ବିଳମ୍ବିତ ଭେଦର ଦୁଇ ପ୍ରକାର।]
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — ଥରେ ଔଷଧ ସେବନ କରିବାର ପରିମାଣ; ଔଷଧର ପାନ — Dose of a medicine prescribed; quantity of a medicine taken at a time
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — ମୁହୂର୍ତ୍ତ; କ୍ଷଣ — Moment
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — ଅଂଶ — Portion
- ସଂ. ବି. (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ) — କର୍ଣ୍ଣାଳଙ୍କାର; କର୍ଣ୍ଣଭୂଷଣ — An ornament for the ear; an earring