ମାତ୍ରାଦୋଷ Mātrādosha
- ଦେ. ବି — ବ୍ଯକ୍ତିବିଶେଷଙ୍କର ଇନ୍ଦ୍ରିୟ ସୁଖଭୋଗ— ଜନିତ ବ୍ୟସନ — Personal defects of a person consisting of sensual enjoyment
- ଦେ. ବି — ମଦ୍ୟପାନରୂପ ଦୋଷ — Defect of drunkenness in a person
- ଦେ. ବି — ମୁଦ୍ରାଦୋଷ; କଥା କହିବା ସମୟରେ ହାତ ହଲାଇବା, କିମ୍ବା କୌଣସି ନିରର୍ଥକ ବୋଲୀ ବ୍ଯବହାର କରିବା ରୂପ ଦୂରଭ୍ୟାସ — A bad personal habit with some people while talking, of using redundant expressions