ମାତୃମୁଖ Mātṛumukha

  • ସଂ. ବିଣ. ପୁଂ — ନିର୍ବୋଧ — Foolish; dull; stupid
  • ସଂ. ବିଣ. ପୁଂ — ଅଜ୍ଞ; ମୂର୍ଖ — Dunce; illiterate
  • ସଂ. ବିଣ. ପୁଂ — ସ୍ତ୍ରୀବୁଦ୍ଧିପରିଚାଳିତ — Governed by the advice of females
  • ସଂ. ବି. ପୁଂ — ନିର୍ବୋଧ ବ୍ଯକ୍ତି — A foolish person; a simpleton (Apte)
  • ସଂ. ବି. ପୁଂ — ମୂର୍ଖ ବ୍ଯକ୍ତି — A dunce (Apte)