ମାତୃବାନ୍ଧବ Mātṛubāndhaba
- ସଂ. ବି ( 6 ଷ୍ଠୀ ତତ୍; ମାତୃ+ବାନ୍ଧବ) — ଆପଣା ମାତାଙ୍କର ମାତା, ପିତା, ଭାଇ, ଭ୍ରାତୁଷ୍ପୁତ୍ର ଓ ପିତୃ— ସହୋଦର ଭ୍ରାତା (ଅର୍ଥାତ୍, ଆପଣାର ଆଈ, ଅଜା, ମାମୁ, ମଉଳାପୁଅ ଭାଇ ଓ ଅଜାଙ୍କ ଭାଇ) — One's maternal ralations (e.g. maternal grandfather, maternal grandmother, maternal uncle, maternal causin, maternal grandfather's brother.)
- ସଂ. ବି ( 6 ଷ୍ଠୀ ତତ୍; ମାତୃ+ବାନ୍ଧବ) — [ଦ୍ର— ହିନ୍ଦୁସ୍ମୃତିର ବିଧାନ ଅନୁସାରେ ମୃତବ୍ଯକ୍ତିର ନିକଟତର କୁଟୁମ୍ଭ ବା ପିତୃବନ୍ଧୁ ନ ଥିଲେ ମାତୃବନ୍ଧୁ ଓ ମାତୃ ବାନ୍ଧବମାନେ ତ୍ୟକ୍ତ ସମ୍ପତ୍ତିର ଅଧିକାରୀ ହୁଅନ୍ତି।]