ମାତୃଭାଷା Mātṛubhāshā

  • ସଂ. ବି (ମ. ପ. ଲୋ) — (ମାତୃ କ୍ରୋଡ଼ରେ ଥିବା ସମୟରେ ମାଆଙ୍କ ମୁହଁରୁ ମନୁଷ୍ୟ ଯେଉଁ ଭାଷା ଶୁଣେ) ଆପଣାର ଜାତୀୟ ଭାଷା; ଆପଣାର ଘରୋଇ ଭାଷା — One's mother tongue; a vernacular which a man uses at home since child-hood