ମାତୃବନ୍ଧୁ Mātrubandhu

  • ସଂ. ବି ( 6 ଷ୍ଠୀ ତତ୍, ମାତୃ+ବନ୍ଧୁ) — ଆପଣା ମାତାଙ୍କର ମାମୁ— ପୁଅ ଭାଇ, ମାଉସୀପୁଅ ଓ ପିଉସୀପୁଅ ଭାଇ — One's distant maternal uncles, being related to one's mother through her peternal and maternal aunts; the cousins of one's mother
  • ସଂ. ବି ( 6 ଷ୍ଠୀ ତତ୍, ମାତୃ+ବନ୍ଧୁ) — [ଦ୍ର— ଏଥିର ସ୍ମୃତି ବାକ୍ୟ—ମାତୁଃ ପିତୁଃ ସ୍ୱସୁଃ ପୁତ୍ରା, ମାତୁର୍ମାତୁଃ ସ୍ୱସୁଃସୁତାଃ. ମାତୃର୍ମାତୁଳପୁତ୍ରାଶ୍ଚ ବିଜ୍ଞେୟା ମାତୃ ବନ୍ଧବଃ।]