ମାତୃପୂଜା ମଣ୍ଡପ Mātṛupūjā maṇḍapa

  • ସଂ. ବି (ଆଧୁନିକ ବ୍ୟବହାର) — ଯେଉଁ ମଣ୍ଡପରେ ବା ବେଦୀରେ ମାତୃପୂଜାର ବିଧିମାନ ଅନୁଷ୍ଠିତ ହୁଏ — An alter where a person performs the rites of worshipping the Divine mother. (i, e, one's motherland.)
  • ସଂ. ବି (ଆଧୁନିକ ବ୍ୟବହାର) — ଦେଶର ଉନ୍ନତିକର ଜାତୀୟ ଅନୁଷ୍ଠାନର ବା ସଭାର ମଣ୍ଡପ; ଦେଶବାସୀଙ୍କର ସମ୍ମେଳନୀମଣ୍ଡପ — A pandal where the people of a nation gather for discussing the good of the mother land