ମାତୃଦାୟ Mātṛudāya

  • ସଂ. ବି — ମାତୃ ବିୟୋଗଜନିତ ଦାୟିତ୍ୱ, ମୃତ ମାତାଙ୍କ ଶୁଦ୍ଧି— ଶ୍ରାଦ୍ଧାଦି କରିବାର ଅବଶ୍ୟକର୍ତ୍ତବ୍ୟ ଦାୟିତ୍ୱ — The heavy and unavoidable necessity which befalls on a person on (the death of one's mother) (i.e. the due performance of her funeral and obsequial rites)