ମାତୃଦାୟ ଗ୍ରସ୍ତ Mātṛudāya grasta

  • ସଂ. ବିଣ. ପୁଂ ( 6 ଷ୍ଠୀ ଓ 3 ୟା ତତ୍) — ମାତାଙ୍କର ମୃତ୍ୟୁ ହେତୁ ଯାହା ଉପରେ ଅବଶ୍ୟ କର୍ତ୍ତବ୍ୟ ମାତୃଶ୍ରାଦ୍ଧାଦି କାର୍ଯ୍ୟ ନିଷ୍ପନ୍ନ କରିବାର ଦାୟିତ୍ୱ ପଡ଼ିଥାଏ — Burdened with the unavoidable responsibility of an obsequial offering to his mother on her death