ମାତୃକ Mātṛuka

  • ସଂ. ବିଣ —(ମାତୃ+ସମ୍ବନ୍ଧାର୍ଥେ. କ; ଅନ୍ଯ ଶବ୍ଦ ସଙ୍ଗେ ସମାସ ହୋଇ ଯୁକ୍ତ ହୁଏ) — ମାତୃ ସମ୍ବନ୍ଧୀୟ — Relating to mother; motherly
  • ସଂ. ବିଣ —(ମାତୃ+ସମ୍ବନ୍ଧାର୍ଥେ. କ; ଅନ୍ଯ ଶବ୍ଦ ସଙ୍ଗେ ସମାସ ହୋଇ ଯୁକ୍ତ ହୁଏ) — [ଯଥା— ଜୀବନ୍ ମାତୃକ=ଯାହାଙ୍କର ମାତା ଜୀବିତ ଅଛନ୍ତି।]
  • ସଂ. ବିଣ —(ମାତୃ+ସମ୍ବନ୍ଧାର୍ଥେ. କ; ଅନ୍ଯ ଶବ୍ଦ ସଙ୍ଗେ ସମାସ ହୋଇ ଯୁକ୍ତ ହୁଏ) — ମାତୃ ବା ପାଳକରୂପେ ପରିଣତ — Acting or bringing up a child like its own mother
  • ସଂ. ବିଣ —(ମାତୃ+ସମ୍ବନ୍ଧାର୍ଥେ. କ; ଅନ୍ଯ ଶବ୍ଦ ସଙ୍ଗେ ସମାସ ହୋଇ ଯୁକ୍ତ ହୁଏ) — (ଯଥା—ନଦୀ ମାତୃକ ଦେଶ=ନଦୀଜଳଦ୍ୱାରା ଯେଉଁ ଦେଶରେ ଶସ୍ୟ ଜାତ ହୁଏ।)
  • ସଂ. ବିଣ —(ମାତୃ+ସମ୍ବନ୍ଧାର୍ଥେ. କ; ଅନ୍ଯ ଶବ୍ଦ ସଙ୍ଗେ ସମାସ ହୋଇ ଯୁକ୍ତ ହୁଏ) — ମାତାଙ୍କଠାରୁ ଉତ୍ତରାଧି— କାରୀରୂପେ ପ୍ରାପ୍ତ (ସମ୍ପତ୍ତି) — Property inherited from one's mother; maternal
  • ସଂ. ବି. ପୁଂ — ମାମୁ — Maternal uncle