ମାତୃ ମଣ୍ଡଳ Mātṛu maṇḍaḻa

  • ସଂ. ବି — ନେତ୍ର କୋଣ ଦ୍ୱୟର ମଧ୍ୟସ୍ଥାନ — The middle of the two eyes; the bridge of the nose
  • ସଂ. ବି — ମାତୃକାଗଣଙ୍କର ସମୂହ — The collection of the Divine Mothers (Apte)
  • ଦେ. ବି — ଅରୁନ୍ଧତୀ, ଧ୍ରୁବ ଓ କୃତ୍ତିକା ଏହି ତିନି— ଗୋଟି ନକ୍ଷତ୍ରମଣ୍ଡଳ — The circle formed by the three asterisms-Arundhatī, Dhṛuba and Kṛuttikā
  • ଦେ. ବି — (ଉ— ଅରୁନ୍ଧତୀ ଯେଉଁ ତାରା ଆବର ଯେ ଧ୍ରୁବ, କୃତ୍ତିକାକୁ ଯେ ମାତୃମଣ୍ଡଳ ବୋଲି ସର୍ବ— ପ୍ରାଚୀ, ଶିବସ୍ୱରୋଦୟ।)
  • ଦେ. ବି — ଚକ୍ଷୁର୍ମଧ୍ୟସ୍ଥ ତାରକା — The pupil of the eye
  • ଦେ. ବି — (ଉ— ଆକ୍ଷି ମଧ୍ୟେ ତାରକା ଯେ ଯେ ମାତୃମଣ୍ଡଳ—ପ୍ରାଚୀ. ଶିବସ୍ୱରୋଦୟ।)