ମାତୃ ପୂଜନ Mātṛu pūjana
- ସଂ. ବି.— ( 6 ଷ୍ଠୀ ତତ୍; ମାତୃ+ପୂଜନ) — ବିବାହ ଆଦିର ପୂର୍ବରୁ ପିଷ୍ଟକ ଦ୍ୱାରା ମାତୃକାମାନଙ୍କ ପୂଜା — Worship of the Divine Mothers by the offering of cakes durings the marriage ritual
- ସଂ. ବି.— ( 6 ଷ୍ଠୀ ତତ୍; ମାତୃ+ପୂଜନ) — ନିଜର ମାତାଙ୍କର ସେବା — Worshipping one's mother
- ସଂ. ବି.— ( 6 ଷ୍ଠୀ ତତ୍; ମାତୃ+ପୂଜନ) — (ଆଧୁନିକ) ଦେଶମାତା ବା ଜନ୍ମଭୂମିର ପୂଜା — Worship or honouring of one's motherland
- ସଂ. ବି.— ( 6 ଷ୍ଠୀ ତତ୍; ମାତୃ+ପୂଜନ) — (ଆଧୁନିକ) ନିଜ ଜନ୍ମଭୂମିର ବା ଜନ୍ମଭୂମିବାସୀମାନଙ୍କର ସେବା — Serving one's countrymen