ମାତୃ ପିତୃ Mātṛu pitṛu

  • ଦେ. ବି (ସଂ. ମାତୃ+ପିତୃ=ମାତାପିତାରୌ; ମାତର ପିତରୌ; ପିତାରୌ) — ମାତା ଓ ପିତା — Mother and father
  • ଦେ. ବି (ସଂ. ମାତୃ+ପିତୃ=ମାତାପିତାରୌ; ମାତର ପିତରୌ; ପିତାରୌ) — [ଦ୍ର— ଏହା ସଂସ୍କୃତ ବ୍ୟାକରଣ ଅନୁସାରେ ଅସିଦ୍ଧ। ମାତାପିତୃହୀନ ତଳେ ନୋଟ ଦେଖ।]