ମାତୃ ଅଂଶ Mātṛu aṁṡa

  • ଦେ. ବି (ସଂ. ମାତୃ+ଅଂଶ) — ଶିଶୁ ଧାରଣ କରିଥିବା ଆପଣା ମାତାଙ୍କ ଚେହେରା ଓ ଗୁଣ — Qualities and appearance etc of the mother (inherited by a child.)
  • ଦେ. ବି (ସଂ. ମାତୃ+ଅଂଶ) — (ଯଥା—ଏ ପିଲାଟି ମାତୃ ଅଂଶରେ ଜନ୍ମ ହୋଇଅଛି।)