ମାତୁଲିଙ୍ଗ Mātuliṅga
- ସଂ. ବି. — (ମା=ନିଷେଧ+ତୁଳ=ନିକିତି+ ଗମ ଧାତୁ+କର୍ତ୍ତୃ. ଅ; ଯାହା ଓଜନ ହୋଇ ବିକା ହୁଏ ନାହିଁ)
- ସଂ. ବି. — ଲେମ୍ବୁ — Lemon
- ସଂ. ବି. — ଟଭା ଲେମ୍ବୁ; ବୀଜପୁର — Citron; Citrus Medica; variety Typica
- ସଂ. ବି. — [ଦ୍ର—ଏହାର ରସ ଔଷଧାଦିରେ ବ୍ଯବହୃତ ହୁଏ; ଏହା ଅମ୍ଳ ମଧୁର ରସ, ଅଗ୍ନିଦୀପକ, ଲଘୁ, ହୃଦୟଗ୍ରାହୀ ଓ କଣ୍ଠ ଜିହ୍ୱା ଓ ହୃଦୟ— ଶୋଧକ; ଏହା ରକ୍ତ ପିତ୍ତ, ଶ୍ୱାସ,
- ସଂ. ବି. — କାସ. ଅରୁଚି ଓ ପିପାସାନାଶକ।]
- ସଂ. ବି. — ଡାଳିମ୍ବ — Pomegranate