ମାତୁଣି Mātuṇi

  • ଦେ. ବି (ସଂ. ମତ୍ତତା) — ମାତି ଯାଇ ଆକ୍ରମଣ କରିବା; ଉତ୍ତେଜନାଜନିତ ଆକ୍ରମଣ — Attacking another with excitement
  • ଦେ. ବି (ସଂ. ମତ୍ତତା) — ମାତିବା— ଅବସ୍ଥା — Excited state; inbriety