ମାତୁଆଳା Mātuārāḻā

  • ଦେ. ବିଣ (ସଂ. ମତ୍ତ) — ଉନ୍ମତ୍ତ — Maddened
  • ଦେ. ବିଣ (ସଂ. ମତ୍ତ) — ଉତ୍ତେଜିତ — Excited
  • ଦେ. ବିଣ (ସଂ. ମତ୍ତ) — ନିଶାରେ ଚୂର୍ — Intoxicated; inebriated