ମାତି ଉଠିବା Māti uṭhibā

  • ଦେ. କ୍ରି—(ସଂ. ମତ୍ତ+ଉତ୍ତ୍+ସ୍ଥା ଧାତୁ) — ହଠାତ୍ ଉନ୍ମତ୍ତତା ପ୍ରକାଶ କରିବା — To become excited at once
  • ଦେ. କ୍ରି—(ସଂ. ମତ୍ତ+ଉତ୍ତ୍+ସ୍ଥା ଧାତୁ) — (ଦଦ୍ରୁ ଆଦି ରୋଗ ଖୁବ୍ କଣ୍ଡୁଯୁକ୍ତ ହେବା — (Said of ringworm and scabies) To become very itching or painful
  • ଦେ. କ୍ରି—(ସଂ. ମତ୍ତ+ଉତ୍ତ୍+ସ୍ଥା ଧାତୁ) — ଉନ୍ମାଦକ ଗୁଣ ପ୍ରାପ୍ତ ହେବା — To attain the power of intoxicating
  • ଦେ. କ୍ରି—(ସଂ. ମତ୍ତ+ଉତ୍ତ୍+ସ୍ଥା ଧାତୁ) — [ଯଥା—ତାଡ଼ିରେ ଖରା ଲାଗିଲେ ତାହା ମାତି ଉଠେ ।]