ମାଣ୍ଟେଇବା Māṇṭeibā

  • ଦେ. କ୍ରି (ସଂ. ମନ୍ଥର) — ମଠ କରିବା; ବିଳମ୍ବ କରିବା — To delay
  • ଦେ. କ୍ରି (ସଂ. ମନ୍ଥର) — କୌଣସି କାର୍ଯ୍ୟ ଧୀରେ ଧୀରେ କରିବା — To do a work slowly
  • ଦେ. କ୍ରି (ସଂ. ମନ୍ଥର) — ସ୍ଥଗିତ ହେବା — To be in abeyance; to stop
  • ଦେ. କ୍ରି (ସଂ. ମନ୍ଥର) — (କୌଣସି କାର୍ଯ୍ୟ) ଧୀରଗତିବିଶିଷ୍ଟ ହେବା — (a work) To proceed very slowly
  • ଦେ. କ୍ରି (ସଂ. ମନ୍ଥର) — କୌଣସି ସ୍ଥାନରେ ଅପେକ୍ଷା କରିବା — To wait or loiter at a place
  • ଦେ. କ୍ରି (ସଂ. ମନ୍ଥର) — ମାଟିର ପ୍ରଲେପ ଦେବା — To besmear or daub clay on something