ମାଣିଖୁଣ୍ଟ Māṇikhuṇṭa

  • ଦେ. ବି — ପେଷଣା ଚକିର ତଳ ପଟର କେନ୍ଦ୍ରରେ ପୋତା ଯାଇଥିବା କାଠର କୀଳକ — A peg driven into the centre of the lower mill-stone and round which the upper stone revolves
  • ଦେ. ବି — [ଦ୍ର—ପେଷଣା ଚକିର ଉପର ପଟର କେନ୍ଦ୍ରରେ ଥିବା ବଡ ଛିଦ୍ର ମଧ୍ୟରେ ଖଣ୍ଡିଏ ଛୋଟ ରନ୍ଧ୍ରଯୁକ୍ତ କାଠ ଥାଏ ତାକୁ ପିହାଣ, ପିହାଣି ବା ପିହାଣିଆ ବୋଲାଯାଏ । ଏହି 'ପିହାଣିଆର' ଛିଦ୍ରରେ ମାଣିଖୁଣ୍ଟିଟି ପଶେ । ଏହି ମାଣିଖୁଣ୍ଟିକି କେନ୍ଦ୍ର କରି ଉପର ପଟ ଚକି ଘୁରେ ।]