ମାଣିକ Māṇika
- ଦେ. ବି. (ସଂ. ମାଣିକ୍ୟ) — ମାଣିକ୍ୟ; ପଦ୍ମରାଗ ମଣି; ରକ୍ତ ବର୍ଣ୍ଣର ମଣିବିଶେଷ — Ruby
- ଦେ. ବି. (ସଂ. ମାଣିକ୍ୟ) — (ଉ— ଦେଖାଇଲା ହୀରା, ନୀଳା, ମାଣିକ—ଭଞ୍ଜ. ଲାବଣ୍ୟବତୀ ।)
- ଦେ. ବି. (ସଂ. ମାଣିକ୍ୟ) — [ଦ୍ର—ହାଡ଼ି ସାଇରେ ମାଣିକ ପଡ଼ିବା ନ୍ଯାୟ— ହାଡିମାନେ ମାଣିକ୍ୟର ମୂଲ୍ୟ ବୁଝି ନ ପାରି ତାକୁ ଅନାଦର କଲା ପରି, କୌଣସୀ ଗୁଣୀ ଲୋକ ନିର୍ଗୁଣ ଲୋକଙ୍କ ଦେଶରେ ପହଞ୍ଚି ଅନାଦୃତ ହେବା ସ୍ଥଳରେ ଏ ନ୍ଯାୟର ଉପମା ଦିଆଯାଏ ।]
- ଦେ. ବି. (ସଂ. ମାଣିକ୍ୟ) — (ସ୍ତ୍ରୀ) ମାଣିକ୍ୟ ନାମ ସ୍ତ୍ରୀର ଡାକ ନାମ — A name for calling a female named Māṇikya