ମାଣିକ୍ୟାଦି ବର୍ଗ Māṇikyādi barga
- ବି. ସମସ୍ତ ପ୍ରକାରର ରତ୍ନ — All sorts of gems
- ବି. [ଦ୍ର—ମାଣିକ୍ୟ, ମୁକ୍ତା, ସ୍ଫଟିକ, ପ୍ରବାଳ, ଇନ୍ଦ୍ରନୀଳ, ଗୋମେଦ, କ୍ଷୁଦ୍ର ହୀରକ, ପୁଷ୍ପରାଗ, ସୂର୍ଯ୍ୟକାନ୍ତ, ଚନ୍ଦ୍ରକାନ୍ତ, ହୀରକ, ଇନ୍ଦ୍ରନୀଳ, ରାଜାବର୍ତ୍ତ, ମରକତ, ବୈଦୁର୍ଯ୍ଯ ପ୍ରଭୃତି ବୈଦ୍ୟଶାସ୍ତ୍ରରେ ମାଣିକାଦି ବର୍ଗର ଅନ୍ତର୍ଗତ ।]