ମାଣିକ୍ ଖମ୍ବ Māṇik khamba
- ଦେ. ବି (ସଂ. ମାଣିକ୍ୟ ସ୍ତମ୍ଭ) — ବାଲେଶ୍ୱର ନଗରର ବହୁ ଜନାକୀର୍ଣ୍ଣ ଅଂଶ ବିଶେଷ — A populous quarter of the Balasore town
- ଦେ. ବି (ସଂ. ମାଣିକ୍ୟ ସ୍ତମ୍ଭ) — [ଉ—ଅଦ୍ୟାପି ମାଣିକ୍ୟ—ଖମ୍ବ ନାମ ଲୋକେ ଯେଣୁ ପ୍ରଥିତ । ରାଧାନାଥ. ଉଷା ।]
- ଦେ. ବି (ସଂ. ମାଣିକ୍ୟ ସ୍ତମ୍ଭ) — [ଦ୍ର—କଥିତ ଅଛି ଯେ ବାଣାସୁର ରାଜା ଏଠାରେ ଗୋଟିଏ ମାଣିକ୍ୟର ସ୍ତମ୍ଭ ତିଆରି କରାଇଥିଲେ । ଏହି ଅଞ୍ଚଳରେ ବାଲେଶ୍ୱର ରାଜବଂଶର ରାଜବାଟି ଅଛି ।]