ମାଣିକୀ ପାଟଣା Māṇikī pāṭaṇā
- ଦେ. ବି (ନାମ) — ପୁରୀ ଜିଲ୍ଲାର ଦକ୍ଷିଣରେ ଚିଲିକାକୂଳବର୍ତ୍ତୀ ଗୋଟିଏ ଗ୍ରାମ — Name of a village in the south of the Puri district on the shore of the Chilka Lake
- ଦେ. ବି (ନାମ) — [ଦ୍ର—ମାଣିକୀ ଗଉଡୁଣୀର ନାମରେ ଏ ଗ୍ରାମ ପୁରୀ ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏଠାରେ ଉତ୍କୃଷ୍ଟ ଓ ଘନ ବସାଦହି ମିଳେ; ସେ ଦହି ବାଉଁଶ ପାଛିଆରେ ବସାଯାଏ ।]