ମାଣିକିଚାନ୍ଦି Māṇikichāndi
- ଦେ. ବି — ବଙ୍ଗ ଓ ଉତ୍କଳ ଦେଶରେ ଲଗା ଯାଇଥିବା ଗୁଆ ଗଛରୁ ଉତ୍ପନ୍ନ ନିକୃଷ୍ଟ ଓ ଛୋଟ ଗୁଆ — The areca nut (grown in this country); Indian Camomyle; Chrysanthemum Indicum
- ଦେ. ବି — ଏକ
- ଦେ. ବି — ପ୍ରକାର ଛୋଟ ସାରୁ — 2. A kind of edible arum
- ଦେ. ବି — ଏକ ପ୍ରକାର ହଳଦିଆ ଓ ନାଲି ମିଶା ପାଖୁଡ଼ା ଯୁକ୍ତ ସାନ ଗେଣ୍ଡୁ ଫୁଲ — French marigold