ମାଣିକା Māṇikā
- ଦେ. ବି (ସଂ. ମା ଧାତୁଜ ମାନ) — ତେଲ, ଘିଅ ଓ ଶସ୍ୟାଦି ମାପିବାର ପିତଳ ମାଣ — A measuring pot of brass for measuring oil, ghee and grains
- ଦେ. ବି (ସଂ. ମା ଧାତୁଜ ମାନ) — ମାଣିକୀ ଗଉଡୁଣୀ (ଦେଖ) — Māṇiki gauṟḍ̠uṇī (See)
- ସଂ. ବି — ମଦ୍ୟ (ଦ୍ରବ୍ଯଗୁଣ) — Wine
- ସଂ. ବି — ଆଠପଳ ଓଜନ ପରିମାଣ ବିଶେଷ — A particular weight (equal to eight Paḻas) (Apte)