ମାଣିଆ ବନ୍ଧି Māṇiā bandhi
- ଦେ. ବି — ଓଡ଼ିଆ ଗଡ଼ଜାତର ବଡ଼ାମ୍ବା ରାଜ୍ୟର ମାଣିଆବନ୍ଧ ନାମକ ସ୍ଥାନର ତନ୍ତୀମାନଙ୍କ ଦ୍ୱାରା ବୁଣ ହେବା ରେସମଧଡ଼ିଆ ଧଳା ସୂତା ଲୁଗା ଓ ଶାଢ଼ୀ — A kind of cloth hand-woven by weavers of a village 'Māṇiābāndha in the Oriya State of Baṟḍ̠ambā.'
- ଦେ. ବି — [ଦ୍ର—ପୂର୍ବେ ଏମାନେ ଖୁବ୍ ସରୁ ଓ ମସୃଣ ଲୁଗା ବୁଣୁ ଥିଲେ; ଏମନ୍ତ କି, 1 ହାତ ଲମ୍ବର ଲୁଗା ଓ 6 ହାତ ଲମ୍ବର ଚାଦର ଏକତ୍ର ଗୁଡ଼ା ହୋଇ ଖଣ୍ଡିଏ ବାଉଁଶ ନଳ ମଧ୍ୟରେ ରହି ପାରୁଥିଲା । ବର୍ତ୍ତମାନ ଉତ୍ସାହ ଓ ଆଦର ଅଭାବରୁ ଏ ଲୁଗାର ଉତ୍କୃଷ୍ଟତା କମିଯାଇ ଅଛି। ମାଣିଆ— ବନ୍ଧରେ ଜଥା, ଶାଢୀ ଓ ଦୋପଟା ଚାଦରମାନ ବୁଣାଯାଏ । ଏ ଲୁଗାମାନଙ୍କରେ ଏକ ଫୁଲିଆ ଓ ଏକାଧିକ ଫୁଲିଆ ଚଉଡା ରେସମୀ ଧଡ଼ି ଥାଏ ।] — [ଦ୍ର—ପୂର୍ବେ ଏମାନେ ଖୁବ୍ ସରୁ ଓ ମସୃଣ ଲୁଗା ବୁଣୁ ଥିଲେ; ଏମନ୍ତ କି,1ହାତ ଲମ୍ବର ଲୁଗା ଓ6ହାତ ଲମ୍ବର ଚାଦର ଏକତ୍ର ଗୁଡ଼ା ହୋଇ ଖଣ୍ଡିଏ ବାଉଁଶ ନଳ ମଧ୍ୟରେ ରହି ପାରୁଥିଲା ବର୍ତ୍ତମାନ ଉତ୍ସାହ ଓ ଆଦର ଅଭାବରୁ ଏ ଲୁଗାର ଉତ୍କୃଷ୍ଟତା କମିଯାଇ ଅଛି ମାଣିଆ— ବନ୍ଧରେ ଜଥା, ଶାଢୀ ଓ ଦୋପଟା ଚାଦରମାନ ବୁଣାଯାଏ ଏ ଲୁଗାମାନଙ୍କରେ ଏକ ଫୁଲିଆ ଓ ଏକାଧିକ ଫୁଲିଆ ଚଉଡା ରେସମୀ ଧଡ଼ି ଥାଏ ]