ମାଣି ହଂସା Māṇi haṁsā

  • ଦେ. ବିଣ. ପୁଂ — ଯେ ଅତି ଆଦରରେ ଓ ଗେହ୍ଲାରେ ପିଲାଦିନୁ ବଢି ଥାଏ ଓ ଯେ ଅତି ସୁକୁମାରିଆ — (A boy or girl) Tenderly and affectionately brought up from childhood
  • ଦେ. ବିଣ. ପୁଂ — [ଉ—ଏଡେ ମାଣିହଂସୀ ଅଟଇ ଗାଈ—ପ୍ରାଚୀ. ପରଚେ ଗୀତା ।]