ମାଣି ଚକି Māṇi chaki

  • ଦେ. ବି. — ଚକିର ପିହାଣିଆ; ଚକିର ଉପର ପଟର ମଝିରେ କଣା ମଧ୍ୟରେ ଛିଦ୍ରଯୁକ୍ତ ଯେଉଁ କାଠଖଣ୍ଡି ଭରା— ଯାଇ ଥାଏ ଓ ଯାହାର ଛିଦ୍ରରେ ମାଣିଖୁଣ୍ଟି ପ୍ରବେଶ କରିବାରୁ ଚକି ଘୂରେ — A circular bit of wood (with a hole in the middle) which revolves round the peg of the lower mill-stone