ମାଣଓସା ଗୁରୁବାର Māṇa osā gurubāra

  • ଦେ. ବି — ମାର୍ଗଶିର ବା (କେଉଁ ଅଞ୍ଚଳରେ) ମାଘ ବା ଶ୍ରାବଣ ମାସରେ ଗୁରୁବାର ମାନ — The thursdays of the month of Mārgaṡira (or at some places) Māgha or Ṡrābaṇa when Lakshmī is worshipped)
  • ଦେ. ବି — [ଦ୍ର—ଏ ଦିନ ଗୁଡ଼ିଏ ଶୁକ୍ଳ ଧାନ୍ୟ— ପୂର୍ଣ୍ଣ ମାଣକୁ ଖଟୁଳିରେ ସ୍ଥାପିତ କରି ତାକୁ ଲକ୍ଷ୍ମୀରୂପେ କଳ୍ପନା କରି ପୂଜା କରାଯାଏ ।]