ମାଣ ବସେଇବା Māṇa baseibā

  • ଦେ. କ୍ରି — ମାର୍ଗଶିର ବା ମାଘ ମାସ ଗୁରୁବାର ଦିନ ମାଣରେ ଧଳା ଧାନ ଭର୍ତ୍ତି କରି ବସ୍ତ୍ରାଦିରେ ବିଭୂଷିତ କରି ତାକୁ ମହାଲକ୍ଷ୍ମୀ ରୂପେ ପୂଜା କରିବା — To worship a measuring pot filled with white paddy on every thursday of the month of 'Mārgaṡira' or Māgha